ପଖାଳଖିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପ୍ରକ୍ଷାଳନ ଓ ଖାଦ୍ୟ) ସମ୍ପାଦନା

ପଖାଳଭାତ ଖାଇବା Eating of stale watered rice.

ଦେଶଜ - ବିଶେଷଣ - ସମ୍ପାଦନା

୧. ଯେ ପଖାଳଭାତ ଖାଇବାରେ ଅଭ୍ୟସ୍ତ —୧. Habituated to taking stale water rice.
୨. ମୋଟାବୁଦ୍ଧିଆ —୨. Dull headed.
୩. ଗରିବ —୩. Poor.