ପଖାଳ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

(ତବତ—ବିପରୀତ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପ୍ରକ୍ଷାଳ; ଢୁଳ. ପ୍ରା. ପକ୍ଖାଳ) ସମ୍ପାଦନା

୧. ପାଣିରେ ବତୁରା ହୋଇ ପରେ ଖିଆ ଯିବା ପାଇଁ ରଖାଯାଇ— ଥିବା ଭାତ; ପ୍ରକ୍ଷାଳିତ ଅନ୍ନ —୧. State watered rice; boiled rice moistened with water.

[ଦ୍ରଷ୍ଟବ୍ୟ —ଆଜି ପଖାଳ ହୋଇଥିବା ଭାତକୁ ସଜ ପଖାଳ ଏବଂ ଗତ କାଲି ପଖାଳ ହୋଇଥିବା ଭାତକୁ ବାସୀ ପଖାଳ ବୋଲାଯାଏ ଗରମ ଭାତରେ ପାଣି ଦିଆ ଯିବା ପରେ ସଙ୍ଗେ ସଙ୍ଗେ ତାକୁ ବ୍ୟବହାର କଲେ ତାକୁ ଚାଇଁ ପଖାଳ କୁହାଯାଏ]

୨. ପ୍ରକ୍ଷାଳନ; ଧୋଇବା —୨. Washing.