ପଖଳା

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପ୍ରକ୍ଷାଳନ)

ସମ୍ପାଦନା
୧. ପ୍ରକ୍ଷାଳନ; ଧୋଇବା — ୧. Washing.
୨. ଭାତ ପଖାଳିବା — ୨. Wetting boiled rice.

ଦେଶଜ - ବିଶେଷଣ -

ସମ୍ପାଦନା

ଧୌତ; ପ୍ରକ୍ଷାଳିତ —Washed.