ପଖ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପକ୍ଷ; ପ୍ରା. ପଖ୍ଖ) ସମ୍ପାଦନା

ମାସାର୍ଦ୍ଧ — Fortnight.

ସେ ଚନ୍ଦ୍ର ମାତାର ଶାପ ପାଇ ବଢ଼ଇ ପଖରେ ଛିଡ଼ାଇ ଯଶୋବନ୍ତ, ପ୍ରେମଭକ୍ତିବ୍ରହ୍ମଗୀତା

୨. ଚାନ୍ଦ୍ରମାନ ପକ୍ଷ —୨. Lunar fortnight.