ପକ୍ୱା
ପକ୍ୱା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଅନୁବାଦ ସମ୍ପାଦନା
(କଚ୍ଚା—ବିପରୀତ)
ଦେଶଜ - ବିଶେଷଣ - ସଂସ୍କୃତ - ପକ୍ୱ ସମ୍ପାଦନା
- ୧. ଚିରସ୍ଥାୟୀ; ସ୍ଥାୟୀ — ୧. Permanent.
- ୨. ମଜଭୂତ୍ —୨. Strong.
- ୩. ଚୂନ ଗାନ୍ଥିନିରେ ତିଆରି — ୩. Made with lime masonry.
- ୪. ଘୃତପକ୍ୱ —୪. Fried in ghee.
- ୫. ନିପୁଣ; ଚତୁର —୫. Clever; skilful.
- ୬. ଦେଶଜାତ ବସ୍ତୁରୁ କୌଶଳ ପ୍ରୟୋଗପୂର୍ବକ ନିର୍ମିତ — ୬. Manufactured from raw articles.
- ୭. ଚାକିରିରେ ସ୍ଥାୟୀ ଭାବରେ ନିଯୁକ୍ତି — ୭. Confirmed in a service.