ପକ୍ଷ ଗ୍ରହଣ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ପକ୍ଷାବଲମ୍ୱନ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ପକ୍ଷ+ ଗ୍ରହଣ) ସମ୍ପାଦନା

୧. ଦୁଇ ବିପରୀତ ପକ୍ଷ ମଧ୍ୟରୁ ଗୋଟିଏ ପକ୍ଷକୁ ଆଶ୍ରୟ କରିବା ୧. Taking one of the two sides.
୨. ପକ୍ଷପାତ —୨. Partiality towards one party.