ପକ୍ଷି ପାଣି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

ଗୁହୁକାଳିକା ଓ କୋଚିଲାଖାଇ ଆଦି ପକ୍ଷୀଙ୍କ ପକ୍ଷକୁ ପାଣିରେ ସିଦ୍ଧ କରି ସନ୍ନିପାତ ଓ ଆମାବାତ ଆଦି ରୋଗରେ ଦିଆଯିବା ପାନୀୟବିଶେଷ — A broth prepared by boiling the wing of certain birds and used as a medicine for certain diseases (e.g. rheumatism).