ପକ୍ଷି ପାଣି

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ -

ସମ୍ପାଦନା

ଗୁହୁକାଳିକା ଓ କୋଚିଲାଖାଇ ଆଦି ପକ୍ଷୀଙ୍କ ପକ୍ଷକୁ ପାଣିରେ ସିଦ୍ଧ କରି ସନ୍ନିପାତ ଓ ଆମାବାତ ଆଦି ରୋଗରେ ଦିଆଯିବା ପାନୀୟବିଶେଷ — A broth prepared by boiling the wing of certain birds and used as a medicine for certain diseases (e.g. rheumatism).