ପକ୍ଷିରାଜ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ସଂସ୍କୃତ - ବିଶେଷ୍ୟ - ପୁଂ. (୭ମୀ ତତ୍; ପକ୍ଷିନ୍+ରାଜନ୍;୧ମା. ୧ବ) ସମ୍ପାଦନା

୧. ଶ୍ରେଷ୍ଠ ପକ୍ଷୀ —୧. An excellent bird.
୨. ଗରୁଡ଼ —୨. Garuṟḍ̠a.
୩. ମୟୁର —୩. Peacock.

ଦେଶଜ - ବିଶେଷ୍ୟ - ସମ୍ପାଦନା

କାହାଣୀରେ ବର୍ଣ୍ଣିତ ପକ୍ଷବିଶିଷ୍ଟ ଘୋଟକ — The winged horse of the folktales.