ପକ୍ଷିରା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - (ସଂସ୍କୃତ - ପକ୍ଷ; ପକ୍ଷ ପରି ପତଳା ହେବା ଯୋଗୁଁ) ସମ୍ପାଦନା

ଜୀର୍ଣ୍ଣ ଶୀର୍ଣ୍ଣ (କବାଟ, ଢଙ୍କି ଆଦି) — Worn out and emaciated.

(ଯଥା—କବାଟଟି ପକ୍ଷିରା ହୋଇ ଗଲାଣି)

ଦେଶଜ - ବିଶେଷ୍ୟ - ସମ୍ପାଦନା

ଜୀର୍ଣ୍ଣ ଶୀର୍ଣ୍ଣ ଅବସ୍ଥା — The state of being worn out.

(ଯଥା—ଏ କବାଟକୁ ପକ୍ଷିରା ବାଧିଗଲାଣି)