ପକ୍ଷିଣୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ପକ୍ଷୀ—ପୁଂ)
  • (file)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ପକ୍ଷ+ଇନ୍+ ସ୍ତ୍ରୀ. ଈ) ସମ୍ପାଦନା

୧. ସ୍ତ୍ରୀ ପକ୍ଷୀ —୧. A she-bird.
୨. ଦୁଇ ଦିବା ଓ ତନ୍ମଧ୍ୟସ୍ଥ ରାତ୍ରି — ୨. Two days and the night between them; a period of ୩୬ hours beginning from dawn.