ପକ୍ଷାନ୍ତ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ପକ୍ଷ+ଅନ୍ତ) ସମ୍ପାଦନା

ପକ୍ଷର ଶେଷ ଦିନ; ପୌର୍ଣ୍ଣମୀ ବା ଅମାବାସ୍ୟା —The last day of a lunar fortnight.