ପକ୍ଷପାତୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ପକ୍ଷପାତିନୀ—ସ୍ତ୍ରୀ) 

(ପକ୍ଷପାତିତା—ବି)

  • (file)

ସଂସ୍କୃତ - ବିଶେଷଣ - ପୁଂ. (ପକ୍ଷ+ ପାତିନ୍; ୧ମା. ୧ବ.) ସମ୍ପାଦନା

ଏକ ପକ୍ଷ ପ୍ରତି ଅନ୍ୟାୟଭାବରେ ଆସକ୍ତ —Partial; biased.