ପକ୍କିମାଲ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ଘୃତପକ୍ୱ ଉତ୍କୃଷ୍ଟ ଖାଦ୍ୟ — ୧. Excellent or rich food fried in ghee.
୨. ଉତ୍କୃଷ୍ଟ ପଦାର୍ଥ —୨. Excellent thing.
୩. ଦେଶଜାତ ମୌଳିକ ଦ୍ରବ୍ୟରୁ କୌଶଳ ପ୍ରୟୋଗଦ୍ୱାରା ନିର୍ମିତ — ୩. Manufactured articles manufactured from raw materials.