ପକାଉଠା କରିବା
ପକାଉଠା କରିବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାପକାଉଠା କରିବା
|
(ପକାଇବା ଉଠାଇବା—ଅନ୍ୟରୂପ)
ଦେଶଜ - କ୍ରିୟାପଦ -
ସମ୍ପାଦନା- ୧. ଲକ୍ଷଣାର୍ଥ) କୌଣସି ସ୍ଥାନକୁ ଉପର୍ଯ୍ୟୁପରି ଗର୍ଜନ ବା ଉଚ୍ଚ ଶବ୍ଦଦ୍ୱାରା କମ୍ପମାନ କରିବା —୧. (fig) To shake a place by repeated roarings and loud sounds.
(ଯଥା— ସେ ଦୁହେଁ କଳି କଜିଆରେ ଗାଆଁକୁ ପକାଉଠା କରୁଛନ୍ତି)
- ୨. (ଲକ୍ଷଣାର୍ଥ) ବିଶେଷ ଭାବରେ ଆନ୍ଦୋଳିତ କରିବା — ୨. (fig) To create a violent agitation or commotion.
- ୩. (ରୋଗର ଯନ୍ତ୍ରଣା) କୌଣସି ବ୍ୟକ୍ତିକୁ ଅସ୍ଥିର କରିବା; ଛଟ ପଟ କରାଇବା —୩. To make a person restliss through pangs.
(ଯଥା—ଏ ରୋଗ ପିଲାଟିକୁ ଭାରି ପକା ଉଠା କରୁଛି)