ପଏରବ୍ କାର୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (କଚିରିଆ) (ଫାରାସୀ - ପୈରବ୍+ସଂସ୍କୃତ - କାର) ସମ୍ପାଦନା

ମକଦମାରେ ଯେଉଁ ଲୋକ ସମସ୍ତ ଆନୁସଙ୍ଗିକ ତଦବୀର୍ କରେ; ତ୍ଦବୀରକାର —A person who looks after the necessary arrangements of a case.