ପଉତ୍ର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଗ୍ରାମ୍ୟ - ବିଶେଷ୍ୟ - (ପଦ୍ୟ) (ସଂସ୍କୃତ - ପୌତ୍ର) ସମ୍ପାଦନା

ପୋତ୍ର; ନାତି — Grand-son; son's son.

ଏହାଙ୍କଠାରୁ ବଂଶ ଯେତେ ପୁତ୍ର ପଇତ୍ରି ଅପ୍ତମିତେ ଜଗନ୍ନାଥ. ଭାଗବତ