ପଇସା ଭଙ୍ଗାଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

ଟଙ୍କା ବା ନୋଟ ଦେଇ ତହିଁ ପରିବର୍ତ୍ତରେ ପଇସା ଆଣିବା; ଟଙ୍କା ଭଙ୍ଗାଇବା —To exchange notes or silver coins into copper coins.

[ଦ୍ରଷ୍ଟବ୍ୟ —ଏହା ପ୍ରକୃତରେ ଟଙ୍କା ବା ନୋଟ ଭଙ୍ଗାଇବା ଅଟେ]