ପଇସା କାଢୁଆ

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷଣ -

ସମ୍ପାଦନା

ଯେ ଅକୁଣ୍ଠିତ ଭାବରେ ଧନ ବ୍ୟୟକରେ — Spending money without murmur.

ବିଶେଷ୍ୟ -

ସମ୍ପାଦନା

କାମ କରିବା ପାଇଁ ଆଣିବା ଆଗତୁରା ମୂଲ ବା କୌଣସି ଦ୍ରବ୍ୟ ବିକିବା ପାଇଁ ଆଣିବା ଆଗତୁରା ମୂଲ — Maoney taken in advance towards one's wages or towards the price of things to be sold.