ପଇସା କାଢ଼ିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ପଇସା ବାହାର କରିବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ - ସମ୍ପାଦନା

ଧନ ବ୍ୟୟ କରିବା; ଧନ ମୁରୁଛିବା — To spend money; to be liberal in spending money.

ଅଣ୍ଟାରୁ ପଇସା କାଢ଼ିବି ନାହିଁ, କି ଜିଭ ଲୁଡ଼ଭୁଡ଼ୁ ଛାଡ଼ିବି ନାହିଁ—ଢ଼ଗ