ପଇସା କମେଇବା
ପଇସା କମେଇବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାପଇସା କମେଇବା
|
ଅନୁବାଦ
ସମ୍ପାଦନାଦେଶଜ - କ୍ରିୟାପଦ -
ସମ୍ପାଦନା- ୧. ଧନ ଅର୍ଜନ କରିବା — ୧. To earn money.
- ୨. ଅନ୍ୟକୁ ଦିଆ ଯାଉଥିବା ଧନର ପରିମାଣ ଊଣା କରିଦେବା —୨. To diminish the amount of money which one is in the habit of paying to another.