ପଇସା କଉଡ଼ି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ପଇସା ପଇସି, ପଇସା ଫଇସା, ପୈସା କଉଡ଼ି—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସହଚର ଶବ୍ଦ) ସମ୍ପାଦନା

୧. ଟଙ୍କା ଟୋକର; ଧନ — ୧. Riches.
୨. ମୁଦ୍ରା ଆଦି ଧନ —୨. money.
୩. ନଗଦ ଟଙ୍କା —୩. Hard cash.