ପଇସା ଉଡ଼େଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ପଇସା ଉଜାଡ଼ିବା; ପଇସା ବୁହାଇବା—ଅନ୍ୟରୂପ)

(ପଇସା ଉଡ଼ା; ପଇସା ଉଡ଼ିବା; ପଇସା ଉଡ଼ିଯିବା; ପଇସା ଉଜୁଡ଼ିବା; ପଇସାରେ ପକ୍ଷି ଲାଗିବା—ବିଶେଷ୍ୟରୂପ)

ଦେଶଜ - କ୍ରିୟାପଦ - ସମ୍ପାଦନା

ବିସ୍ତର ଅର୍ଥ ଅପବ୍ୟୟ କରିବା — To squander away money.