ପଇସାବୁହାଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ପଇସା ବୋହିବା—ଅନ୍ୟରୂପ)

(ପଇସା ବୁହା—ବିଶେଷ୍ୟରୂପ)

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ପଇସା ଉଡ଼ାଇବା (ଦେଖ) - Paisā uṟḍ̠āibā (See)
୨. ଅନ୍ୟଠାରୁ ବହୁପରିମାଣରେ ଅର୍ଥ ନେବା —୨. To take a large amount of money from another.
୩. ଅନ୍ୟକୁ ବହୁଧନ ଦେବା — ୩. To give a large sum to another.