ପଇବସ୍ତ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

(ପଇବସ୍ତି—ଅନ୍ୟରୂପ)

(ପଏବସ୍ତ, ପୟବସ୍ତ; ପୈବସ୍ତ—ଅନ୍ୟରୂପ)

(ସିକସ୍ତ—ବିପରୀତ)

ବୈଦେଶିକ - ବିଶେଷ୍ୟ - (କଚିରିଆ) (ଫାରାସୀ - ପୈବସ୍ତ୍=ଜଳ ଆଦି ଦ୍ରବ ପଦାର୍ଥ କୌଣସି ଭୂମିରେ ବା ପଦାର୍ଥେରେ ମାଡ଼ିଯିବା ବା ଭେଦିବା) ସମ୍ପାଦନା

ପଟୁ ପଡ଼ି ଆବାଦି ଯୋଗ୍ୟ ହୋଇଥିବା ଭୂମି —Alluvion; land become fit for cultivation by the deposit of river silt on it.

(ସିକସ୍ତ ପଇବସ୍ତ—ନଈବଢ଼ିରେ ଧୋଇ ହୋଇ ନଦୀ ଗର୍ଭରେ ଯାଇଥିବା ଜମି ଓ ନଈବଢ଼ିଦ୍ୱାରା ପଟୁ ପଡ଼ିଥିବା ଜମି= Alluvion & diluvion.