ପଇନ୍ତରା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ପଇଁତରା—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପଣକୃତ; ପ୍ରା ପଣାଇତ; ହିନ୍ଦୀ - ଫୈତ୍= ଖେଳରେ ବାଜି ରଖିବା) ସମ୍ପାଦନା

ମଲ୍ଲଯୁଦ୍ଧ କରିବା ପୂର୍ବରୁ ପ୍ରତ୍ୟେକ ଯୋଦ୍ଧା ବା ମଲ୍ଲଙ୍କର ଛକାଛକି ହୋଇ ବାହୁରେ ଫୁଟୁକି ମାରି ଭିନ୍ନ ଭିନ୍ନ ସ୍ଥାନରେ ଠିଆହେବା ଠାଣି —The Preparatory pose of wrestlers before wrestling.