ପଇଦା କରିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ପଇଦାସ୍ କରିବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ଜନ୍ମ କରିବା —୧. To give birth; to beget.
୨. ଉତ୍ପାଦନ କରିବା —୨. To produce.

ନିଜ ବୁଦ୍ଧି, ନିଜ ବାହୁବଚନରେ ମାଟିକୁ ସୂନା ପଇଦା କରିଅଛନ୍ତି ଫକୀରମୋହନ—ଛମାଣ ଆଯଗୁଣ୍ଠ

୩. ଆୟ କରିବା; ଅର୍ଜ୍ଜନ କରିବା — ୩. To get; to earn.