ପଇଦା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

(ପଇଦାସ୍, ପୈଦା, ପୈଦାସ୍—ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (ଫାରାସୀ - ପୈଦା=ଉତ୍ପନ୍ନ; ପୈଦାଇସ୍=ଉତ୍ପତ୍ତି) ସମ୍ପାଦନା

୧. ଜନ୍ମ; ଉତ୍ପତ୍ତି —୧. Birth; production.
୨. ଲାଭ; ଆୟ —୨. Profit; income.

ବିଶେଷଣ - ସମ୍ପାଦନା

୧. ଜାତ; ପ୍ରସୂତ —୧. Born; begotton.
୨. ପ୍ରାପ୍ତ; ଅର୍ଜିତ —୨. Earned; got.