ପଇଦଳ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ପୈଦଲ—ଅନ୍ୟରୂପ)

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପାଦଚଳନ; ପ୍ରା=ପାୟଚଳ; ତୁଳ=ଫାରାସୀ - ପୈଦଲ୍) ସମ୍ପାଦନା

୧. ପାଦରେ ଚାଲିବା; ପାଦଚାରଣ — ୧. Walking by foot.
୨. ଗୋଡ଼ରେ ଚାଲିବା ବ୍ୟକ୍ତି — ୨. Walker; foot passenger.
୩. ପଦାତି ସୈନ୍ୟ —୩. Infantry regiment.

ଦେଶଜ - ବିଶେଷଣ - ସମ୍ପାଦନା

୧. ପାଦଚାରୀ —୧. Walking.

(ଯଥା—ପଇଦଲ ସିପେଇ)

୨. ଯେଉଁ ରାସ୍ତା ଗୋଡ଼ରେ ଚାଲିବା ଲୋକଙ୍କ ବ୍ୟବହାର ପାଇଁବ୍ୟବହୃତ (ଯାନାଦିରେ ବ୍ୟବହାର ପାଇଁ ନୁହେଁ) — ୨. (road) Intended for foot passengers.

(ଯଥା—ପଇଦଲ ବାଟ; ପଇଦଲ ରାସ୍ତା)


କ୍ରି.ବିଶେଷଣ - ସମ୍ପାଦନା

ପାଦରେ ଚାଲିକରି —By walking; going on foot.

(ଯଥା—ମୁଁ କଟକରୁ ପଇଦଲ୍ ପୁରୀ ଗଲି)