ପଇତି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ପୈତି—ଅନ୍ୟରୂପ)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

ମୁଗ, ବିରି କୋଳଥ ଆଦିର ପାଣିଆ ଡ଼ାଲି — Soup or broth of moong or other pulse.

ମାରକଣ୍ଡଶରଚକାପଥର ରଗଡ଼ିଲି ମୁଗଜାଇ ସେହି ମୁଗଜାଇ ପଇତି କଲି ଖାଇଗଲେ ବାପ ଭାଇ ଢ଼ଗ