ପଇତା ମନ୍ତ୍ର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ପଇତାମନ୍ତର—ଅନ୍ୟରୂପ)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

ଯଜ୍ଞୋପବୀତରେ ଗଣ୍ଠି ପକାଇ ସାରି ପିନ୍ଧିବା ପୂର୍ବରୁ ଯେଉଁ ମନ୍ତ୍ରଦ୍ୱାରା ତାକୁ ସଂସ୍କାର କରାଯାଏ — The incantations with which the sacred thread is consecrated before being worn.