ପଇତା ଗଣ୍ଠି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ପୈଦାଗଣ୍ଠି—ଅନ୍ୟରୂପ)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

ଯଜ୍ଞୋପବୀତର ୩ ଖିଅରେ ପକାଯିବା ବିଶିଷ୍ଟ ଗ୍ରନ୍ଥି —The knot with which ୩ rounds or strings of thread are made up into one garland to from paitā.

[ଦ୍ରଷ୍ଟବ୍ୟ —ବିଭିନ୍ନ ବେଦୀୟ ବ୍ରାହ୍ମଣମାନଙ୍କର ପଇତାର ଗଣ୍ଠି ବିଭିନ୍ନ ପ୍ରକାର ଅଟେ ଗୋଟିଏ ଅକ୍ଷୁର୍ଣ୍ଣ ସୂତ୍ରକୁ ୩ ମୋଡ଼ କରି ଗଣ୍ଠି ପକାଇ ପଇତା ଉପଯୋଗୀ କରାଯାଏ]