ପଇଠି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପ୍ରତିଷ୍ଠା; ପ୍ରା. ପଇଠ୍ଠା) ସମ୍ପାଦନା

୧. ଭାର; ନିର୍ଭର — ୧. Reliance; dependance
୨. କରତଳର ଭରା —୨. Support by means of the palms; resting or propping on the palms.

ସଖୀଙ୍କ ପଇଠି ବଚ ଚଳନ୍ତି ପୁର ଯେ ପ୍ରାଚୀ. ପ୍ରତାପ—ଶିଶିଶେଣା

୩. (ସଂସ୍କୃତ - ପାଦପୀଠ) ସିଡ଼ି ବା ପାହାଞ୍ଚର ଧାପ — ୩. A step of stair-case.
୪. ପଇଠ (ଦେଖ) - —୪. Paiṭha (See)

ବିଶେଷଣ - ସମ୍ପାଦନା

ପଇଠ (ଦେଖ) - —Paiṭha (See)