ପଇଟିଣ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ପଇଟିଣି, ପଇଟିନ୍, ପେଟିନ୍ଅନ୍ୟରୂପ

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - pointing ପଏଣ୍ଟିଙ୍ଗ୍) ସମ୍ପାଦନା

କାନ୍ଥର ଇଟା ଉପରେ ବିବାକ୍ ଚୂନ ପଲସ୍ତରା ନ କରି ଇଟା ବା ପଥରର ସନ୍ଧି ରେଖା ଗୁଡ଼ିକ ଚୂନ ବା ସିମେଣ୍ଟ ଦ୍ୱରା ପରିସ୍ଫୁଟ କର୍ମ — The act of 'pointing' the edges of the bricks or stones in a brick or stone masonry.