ପଇଖାନା ଖଟିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ପଇଖାନା ସଫା [ସଫ୍] କରିବା—ଅନ୍ୟରୂପ)

ଦେଶଜ - କ୍ରି. ସମ୍ପାଦନା

(ମେହେନ୍ତର ବା ମେହନ୍ତରାଣୀ) ପାଇଖାନାର ବିଷ୍ଠା ଆଦି ସଫା କରିବା — To cleanse a privy.