ପଇକାର୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ପଇକାରିଆ—ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (ଫାରାସୀ - ପୈକାର୍) ସମ୍ପାଦନା

କୋଚା ବିକ୍ରି କରିବା ବେପାରୀ; ଯେଉଁ ବେପାରୀ ବଡ଼ ମହାଜନ ଠାରୁ ସଉଦ ଆଣି ଗ୍ରାହକମାନଙ୍କୁ ଅଳ୍ପ ଅଳ୍ପ ପରିମାଣରେ ବିକ୍ରି କରେ —୧. Retail trader; a hawker treding in retail.

୨. ଅଳ୍ପ ମୁଳ ଧନ ବାଲା ବେପାରୀ —୨. A petty trader.

ଦେଶଜ - ବିଶେଷଣ - ସମ୍ପାଦନା

କୋଚା ବିକ୍ରି ସମ୍ୱନ୍ଧୀୟ —Relating to retail- sale or trade.