ପଇଆ ମାରିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ପଇଆ ଠେଲିବା—ଅନ୍ୟରୂପ)

ଦେଶଜ - କ୍ରି. ସମ୍ପାଦନା

ଶଗଡ଼ର ଚକ ପଙ୍କରେ ଲାଖି ଗଲେ ଓ ବଳଦ ଥକି ଗଲେ ଶଗଡ଼କୁ ଚଳାଇବା ନିମନ୍ତେ ଚକର ପରିଧିକୁ ହାତଦ୍ୱାରା ଠେଲିବା —To push on a cart by applying the hands to the wheel.