ପଇଁତିରିଶାଶହେ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

[ପଇଁତିଶାଶଏ(ହେ)—ଅନ୍ୟରୂପ]

  • (file)

ଦେଶଜ - ବିଶେଷ୍ୟ - ଓ ବିଶେଷଣ - (ସଂଖ୍ୟାବାଚକ; ସଂସ୍କୃତ - ପଞ୍ଚ ତ୍ରିଂଶୋତ୍ତରଶତ) ସମ୍ପାଦନା

ଏକ ଶତ ପଇଁତିରିଶି; ୧୩୫: —୧୩୫; One hundred and thirtyfuive.

(ଯଥା—ପନ୍ଦର ନୁଆଁ ପଇଁତିରିଶାଶହେ ପଣ ଆଠ କାହ୍ଣ ସାତପଣ ପଣିକିଆ; ଏହିପରି ପଇଁତିରିଶା ଦୁଇଶ (ଶ; ଶଅ; ଶହ)=୨୩୫: )