ନୌକରି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ଫାରାସୀ - ନୌକର୍+ଓ. ଇପ୍ରତ୍ୟୟ) ସମ୍ପାଦନା

୧. ଦାସତ୍ୱ — ୧. Slavery.
୨. ଚାକିରି —୨. Service.
୩. ଚାକିରି ବୃତ୍ତି —୩. The profession of service; service as a profession.