ମୁଖ୍ୟ ସୂଚୀ ଦେଖିବେ

ନଗରସ୍ଥ

ଓଡ଼ିଆସମ୍ପାଦନ କରନ୍ତୁ

ଉଚ୍ଚାରଣସମ୍ପାଦନ କରନ୍ତୁ


ସଂସ୍କୃତ - ବିଶେଷଣ - (ନଗର+ସ୍ଥା ଧାତୁ+କର୍ତ୍ତୃ. ଅ)ସମ୍ପାଦନ କରନ୍ତୁ

୧. ନଗରରେ ଥିବା; ନଗରବାସୀ — ୧. Residing in a town.
୨. ନଗରର ଅନ୍ତର୍ଗତ — ୨. Within the ambits of a city.
୩. ନଗରରେ ଅବସ୍ଥିତ —୩. Situated in a town.