ନଗଭିଦ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ନଗ=ପର୍ବତ+ଭିଦ୍ ଧାତୁ=ଭେଦ କରିବା+ କର୍ତ୍ତୃ. କ୍ୱିପ୍) ସମ୍ପାଦନା

୧. ଇନ୍ଦ୍ର (ବଜ୍ରଦ୍ୱାରା ପର୍ବତମାନଙ୍କୁ ଭେଦ କରିଥିବାରୁ) — ୧. Indra.
୨. ବଜ୍ର —୨. Thunder-bolt.
୩. କୁଠାର; କୁରାଢ଼ି —୩. Axe.
୪. ପାଷାଣଭେଦୀ ନାମକ ଗୁଳ୍ମ ବିଶେଷ — ୪. A kind of hardy mountain plant; plectranthus.
୫. ପୂର୍ବକାଳରେ ବ୍ୟବହୃତ ପାଷାଣଭେଦନାସ୍ତ୍ର — ୫. An instrument used in ancient India for piercing through or blasting stons.

ସଂସ୍କୃତ - ବିଶେଷଣ - ସମ୍ପାଦନା

ପର୍ବତ ଭେଦନକାରୀ — Piercing the mountain