ନଗଦି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଆରବୀ - ନକ୍ଦି) ସମ୍ପାଦନା

୧. ପ୍ରଜାଙ୍କଠାରୁ ଖଜଣା ଆଦାୟ କରିବା ନିମନ୍ତେ ନିଯୁକ୍ତ କର୍ମଚାରୀ ବା ପିଆଦା — ୧. A servant or a peon engaged to realise cash rent from rayats.
୨. ଯେଉଁ ଜମିର ଖଜଣା ଜମିଦାରକୁ ତହିଁରୁ ଉତ୍ପନ୍ନ ଶସ୍ୟାଦି ଆକାରରେ ଦିଆ ନ ଯାଇ ନଗଦ ଟଙ୍କାରେ ଦିଆ ଯାଏ —୨. A holding or tenure paying cash rent.
୩. ଏକ ପ୍ରକାର କାଚ ବଳୟ — ୩. A kind of glass bangle.

ବିଶେଷଣ - ସମ୍ପାଦନା

୧. ନଗଦ ମୂଲ୍ୟରେ କ୍ରୀତ — ୧. Purchased on cash payment.
୨. ଅଳ୍ପକାଳ ପୂର୍ବେ ଘଟି ଥିବା —୨. Recent.
୩. ସମସାମୟିକ —୩. Simultaneous.

କ୍ରି. ବିଶେଷଣ - ସମ୍ପାଦନା

୧. ଏଇଲାଗେ; ଏହିକ୍ଷଣି — ୧. Immediately; just now.
୨. ଅଳ୍ପକାଳ ପୂର୍ବେ —୨. Recently.