ନଗଣ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

ପିଙ୍ଗଳ ଶାସ୍ତ୍ରରେ ତିନିଗୋଟିଯାକ ଲଘୁବର୍ଣ୍ଣବିଶିଷ୍ୟ ଶବ୍ଦ— ମାନଙ୍କର ଗଣବିଶେଷ —A class of words which consist of three short letter only.

(ଯଥା—କମଳ, ଭଜନ, ମଦନ, ଚରଣ, ମନନ, ନୟନ ଏହି ଗଣରେ ଛାନ୍ଦ ଆରମ୍ଭ କରିବା ଶୁଭ ବୋଲି ବିବେଚିତ ହୁଏ)