ନଖ ରଞ୍ଜନୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ନଖ ରଞ୍ଜନ+ ସ୍ତ୍ରୀ. ଈ; ଯାହାଦ୍ୱାରା ନଖରଞ୍ଜନ କରାଯାଏ) ସମ୍ପାଦନା

୧. ନହୁରୁଣୀ — ୧. An instrument for paring the nails; nail-sliper.
୨. ମେହେନ୍ଦୀ ଗଛ (ଦେଖ) - ୨. Mehendī tree (See)
୩. ହରଗଉରା ଗଛ (ଦେଖ) - ୩. Haragaurā tree (See)