ନଖ ବିଷ୍କିର

ଉଚ୍ଚାରଣ

ସମ୍ପାଦନା

ସଂସ୍କୃତ - ବିଶେଷ୍ୟ -

ସମ୍ପାଦନା

ଯେଉଁ ଜନ୍ତୁମାନେ ଶିକାର ବା ଖାଦ୍ୟକୁ ନଖଦ୍ୱାରା ଚିରି ବା ରାମ୍ପି ଖାଆନ୍ତି — Animals which eat their prey or food by scratching or piercing it with nails or claw.

(ଯଥା—ବାଘ, ଭାଲୁ, ବାଜ)