ନଖ ଗଳେଇବା

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

(ନଖ ଗଳିବା—ବି)

ଦେଶଜ - କ୍ରିୟାପଦ -

ସମ୍ପାଦନା
୧. କୌଣସି ପଦାର୍ଥରେ ନଖକୁ ଫୋଡ଼ିବା —୧. To thrust the sharp ends of the nails into something.
୨. ରାମ୍ପୁଡ଼ିବା — ୨. To scratch with the nails.