ନଖ କ୍ଷତ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ; ନଖ ଜନିତ କ୍ଷତ) ସମ୍ପାଦନା

୧. ନଖଦ୍ୱାରା ବସାଯିବା ଚିହ୍ନ; ନଖାଘାତର ଦାଗ; ନଖରେ ରାମ୍ପୁଡ଼ା ଚିହ୍ନ — Marks left by the nails; nail-mark; scratches left by nails.
୨. ନାଗରୀର ଶରୀର ଓ ବିଶେଷତଃ ସ୍ତନରେ ନାଗରର ନଖାଘାତ ଜନିତ ଚିହ୍ନ —୨. Marks left on the body and specially the breasts of a lady by the nails of a lover or gallant.