ନଖୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ନଖ+ ଅଛି ଅର୍ଥରେ ଇନ୍; ୧ମା. ୧ବ.) ସମ୍ପାଦନା

୧. ନଖଧାରୀ ଜୀବ —୧. Animals having nails, claws or talons.
୨. ସିଂହ (ହିନ୍ଦୀ - ଶ) —୨. Lion
୩. ବାଘ (ହିନ୍ଦୀ - ଶ) —୩. Tiger.
୪. ଗନ୍ଧଦ୍ରବ୍ୟବିଶେଷ —୪. Fasciolaria; Ungus Odorata; shell.

[ଦ୍ରଷ୍ଟବ୍ୟ —ଏହା ସାମୁଦ୍ରିକ ଶମ୍ୱୁକ— ବିଶେଷର ଖୋଳ; ଏହା ଈଷତ୍ ଉତ୍ତପ୍ତ ହେଲେ ଏଥିରୁ ସୁଗନ୍ଧ ବାହାରେ; କିନ୍ତୁ ପୋଡ଼ି ଗଲେ ଦୁର୍ଗନ୍ଧ ବାହାରେ କବିରାଜମାନେ ଏହାକୁ ଭାଜି ତୈଳାଦିରେ ପକାଇ ତୈଳକୁ ସୁଗନ୍ଧଯୁକ୍ତ କରନ୍ତି ନଖୀ, ଦୁଇ ଜାତି—୧ ବୃହନ୍ନଖୀ (ସଂସ୍କୃତ - ନାମ ନଖ, ଶଙ୍ଖନଖୀ, ବ୍ୟାଘ୍ରନଖ, ବ୍ୟାଘ୍ରାୟୁଧ. ଚକ୍ରାକାରକ) ଓ ୨ ସ୍ୱଳ୍ପ— ନଖୀ ବା କ୍ଷୁଦ୍ର ନଖୀ, (ସଂସ୍କୃତ - ନଖୀ, ହନୁ, ହଟ୍ଟବିଳାସିନୀ) ବୈଦ୍ୟ—


ଶାସ୍ତ୍ର ଅନୁସାରେ ଏହା ଗ୍ରହଦୋଷ, କଫ, ବୟୁ, ରକ୍ତ, ଜ୍ୱର, କୁଷ୍ଠ, ବ୍ରଣ, ବିଷ, ଅଲକ୍ଷ୍ମୀ ଓ ମୁଖର ଦୁର୍ଗନ୍ଧନାଶକ ଏହା ଲଘୁ, ଉଷ୍ଣବୀର୍ଯ୍ୟ ଶୁକ୍ରବର୍ଦ୍ଧକ, ବର୍ଣ୍ଣକାରକ ନଖୀର ଆକାର ମନୁଷ୍ୟର ନଖ ପରି ଅର୍ଦ୍ଧଚନ୍ଦ୍ରାକାର ଓ ଗୋଲ ଏହା ଧଳା ଓ ନେଳି ରଙ୍ଗର ମିଳେ ]

(ନଖିନୀ ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - ସମ୍ପାଦନା

ନଖରୀ; ନଖଧାରୀ (ଜନ୍ତୁ) — (animals) Armed with nails.

ଗ୍ରାମ୍ୟ - ବିଶେଷ୍ୟ - ସ୍ତ୍ରୀ ସମ୍ପାଦନା

ଲକ୍ଷ୍ମୀ (ଦେଖ) - —Lakshmī (See)