ନଖାଶୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ନଖାଶିନୀ—ସ୍ତ୍ରୀ) 

=== ସଂସ୍କୃତ - ବିଶେଷ୍ୟ - (ନଖ+ ଅଶ୍ ଧାତୁ ଭୋଜନ କରିବା+ କର୍ତ୍ତୃ. ଇନ୍; ୧ମା. ୧ବ)

ଯେ ଖାଇବାବେଳେ କେବଳ ନଖ ସାହାଯ୍ୟରେ ଖାଦ୍ୟ ଗ୍ରହଣ କରେ)—ପେଚକ; ପେଚା —Owl.

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - ସମ୍ପାଦନା

ନଖଖାଦୀ (ଦେଖ) - Nakhakhādī (see)