ନକ୍ଷତ୍ରାମୃତ ଯୋଗ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ଜ୍ୟୋତିଷ) ସମ୍ପାଦନା

ବାରବିଶେଷ ସଙ୍ଗେ ନକ୍ଷତ୍ରବିଶେଷ ଯୁକ୍ତ ହେବାରୂପ ଶୁଭଯୋଗ —(astrology) Auspicious combinations of particular asterisms with particular week-days.

[ଦ୍ରଷ୍ଟବ୍ୟ —ରବିବାର—ଉତ୍ତରଫାଳ୍ଗୁନୀ, ଉତ୍ତରାଷାଢ଼ା, ଉତ୍ତର— ଭାଦ୍ରପଦ, ରୋହିଣୀ, ପୁଷ୍ୟା, ମୂଳା ଓ ରେବତୀ

ସୋମବାର—ଶ୍ରବଣା, ଧନିଷ୍ଠା, ରୋହିଣୀ, ମୃଗଶିରା, ପୂର୍ବଫାଲ୍ଗୁନୀ ଉତ୍ତରଫାଲ୍ଗୁନୀ ପୂର୍ବଭାଦ୍ରପଦ ଉତ୍ତରଭାଦ୍ରପଦ ହସ୍ତା ଓ ଅଶ୍ୱିନୀ

ମଙ୍ଗଳବାର—ପୁଷ୍ୟା, ଅଶ୍ଳେଷା, କୃତ୍ତିକା, ସ୍ୱାତୀ, ଉତ୍ତରଭାଦ୍ରପଦ ଓ ରେବତୀ]

ବୁଧବାର—ବୃତ୍ତିକା, ରୋହିଣୀ ଶତଭିଷା ଓ ଅନୁରାଧା

ଗୁରୁବାର—ସ୍ୱାତୀ, ପୁନର୍ବସୁ , ପୁଷ୍ୟା ଓ ଅନୁରାଧା

ଶୁକ୍ରବାର—ପୂର୍ବଭାଦ୍ରପଦ ଉତ୍ତରଭାଦ୍ରପଦ ଅଶ୍ୱିନୀ, ଶ୍ରବଣା ଓ ଅନୁରାଧା

ଶନିବାର—ସ୍ୱାତୀ ଓ ରୋହିଣୀ

ଉପରୋକ୍ତ ବାରମାନଙ୍କର ଯଥାକ୍ରମେ ଏହି ନକ୍ଷତ୍ରମାନଙ୍କ ଯୋଗ ଘଟିଲେ ନକ୍ଷତ୍ରାମୃତ—ଯୋଗହୁଏ]