ନକ୍ତାନ୍ଧ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ନକ୍ତାନ୍ଧା—ସ୍ତ୍ରୀ) 

ନକ୍ତାନ୍ଧତା, ନକ୍ତାନ୍ଧ୍ୟବି

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ନକ୍ତ+ଅନ୍ଧ) ସମ୍ପାଦନା

ଯାହାକୁ ରାତିରେ ବା ଅନ୍ଧାରରେ ଜାଲୁଜାଲୁଆ ଦିଶେ; ଅନ୍ଧାରକଣା; ରାତିକଣା —Moon-blind; (a person) who suffers from nyctalopia; blind by night.